୧୦୦@ରୁଷିଆ

ନାଇଜେରିଆ ବିପକ୍ଷ ମ୍ୟାଚ୍‌ରେ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍‌ ମେସିଙ୍କ ୧୪ତମ ମିନିଟ୍‌ ଗୋଲ୍‌ ଥିଲା ଚଳିତ ରୁଷିଆ ବିଶ୍ୱକପ୍‌ର ୧୦୦ତମ ଗୋଲ୍‌। ଏହି ଗୋଲ୍‌ ମଧ୍ୟ ବିଶ୍ୱକପ୍‌ରେ ଏକ ବାର୍କା ପରମ୍ପରାକୁ ଆଗକୁ ନେଇଥିଲା। ବାର୍ସିଲୋନା ଚୁକ୍ତିରେ ଥାଇ ୨୦୧୦ରେ ଆନ୍ଦ୍ରେ ଇନିସ୍ତା (ସ୍ପେନ୍‌ ବନାମ ଚିଲି), ୨୦୧୪ରେ ନେମାର (ବ୍ରାଜିଲ୍‌ ବନାମ କାମେରୁନ୍‌) ଏବଂ ୨୦୧୮ରେ ଲିଓନେଲ୍‌ ମେସି (ଆର୍ଜେଣ୍ଟିନା ବନାମ ନାଇଜେରିଆ) ଏକ ଅନନ୍ୟ ହ୍ୟାଟ୍ରିକ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର