୩୯ ତୀରନ୍ଦାଜଙ୍କୁ ସହଯୋଗ କଲା କ୍ରୀଡ଼ା ବିଭାଗ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଟାଟା ଷ୍ଟିଲ୍‌ ଲିମିଟେଡ୍‌ ମିଳିତ ସହଯୋଗରେ ମାଲକାନଗିରି, କେନ୍ଦୁଝର ଏବଂ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସର ୩ ଜଣ ପ୍ରଶିକ୍ଷକ ଏବଂ ୩୯ ଜଣ ଅନ୍ତେବାସୀ ଜାମସେଦପୁରସ୍ଥିତ ଟାଟା ତୀରନ୍ଦାଜ ଏକାଡେମିରେ ପ୍ରଶିକ୍ଷଣ ନେବାକୁ ସୁଯୋଗ ପାଇଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସ ୫ରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହୋଇଥିଲା। କେନ୍ଦୁଝର: ବାଗାନ ବାନାରା, ଅର୍ଜୁନ ଖାରା, ମାଧବ କାଣ୍ଡକି, ମୋହନ ମାଂଝୀ, କଲ୍ୟାଣ ମାଂଝୀ, ସକାଳ ହାଂସ୍‌ଦା, ଗୋବର୍ଧନ ମିର୍ଧା, ଶଶିଭୂଷଣ ମୁଣ୍ଡା, କ୍ରିଷ୍ଣା ମୁଣ୍ଡା, ନାରାୟଣ ପୂର୍ତି, ତ୍ରିନାଥ ମୁଣ୍ଡା, ମୁନା ମାଂଝୀ, ବଳରାମ ମାଢ଼ୀ, ଜମାଦାର ପୂର୍ତି, ଗଙ୍ଗାଧର ମାଢ଼ୀ (ପ୍ରଶିକ୍ଷକ)। ଫୁଲବାଣୀ: ସୂର୍ଯ୍ୟକାନ୍ତ କାର୍ଜି ମାଝୀ, ଅର୍ଜୁନ ମାର୍ଣ୍ଡି, ଅଭିରାମ ପଲେୟା, ସିପୁନ ସିଂହ, ବିକ୍ରମ ମାଣ୍ଡି, ଭରତ ଗମାଙ୍ଗ, ସିମାନ ଗଡ଼ବ, କୃଷ୍ଣ ଚାନ୍ଦିଆ, କ୍ଲେମାନ୍ତ ରୂପ ମାଝୀ, ଲୋକେଣ୍ଡା ମୁଥ ମାଝୀ, ଆବାଳ ସୁକା ମାଝୀ, ଲେମନ୍ତ ପ୍ରଧାନ, ଅମିତ ସୁନା ମାଝୀ, ଆଶ୍ରମ ହାଂସ୍‌ଦା (ପ୍ରଶିକ୍ଷକ)। ମାଲକାନଗିରି: ଦେବେନ୍ଦ୍ର କାବ୍‌ସି, ଗୋପୀନାଥ ଭୂମିଆ, ଗାଙ୍ଗୁଲି ଗୁଡ଼ିଆ, ନୀଳାମ୍ବର ଗୁଂଝିଆ, ସୁରେଶ ଲିକା, ଦୀନବନ୍ଧୁ ମାଢ଼ୀ, ରାଜୁ ନାଏକ, ଏରା ତାକି, ସତ୍ୟମ ପେଣ୍ଡୁରାମ, ମଙ୍ଗରାମ ସୀସା, ସୁନ୍ଦର ଦାସ, ରମେଶ ବାଦେ, ଭାଗତ୍ରମ ନାଏକ (ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର