ଅଧୀପ ଦାସ ଆଇଓଏ କାର୍ଯ୍ୟନିର୍ବାହୀ ସଦସ୍ୟ

କଟକ: ଓଡ଼ିଶା ଅଲିମ୍ପିକ ସଂଘର କୋଷାଧ୍ୟକ୍ଷ ଅଧୀପ ଦାସ ଭାରତୀୟ ଅଲିମ୍ପିକ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଦିଲ୍ଲୀଠାରେ ଭାରତୀୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ଅଧୀପ ଦାସ ପୁନର୍ବାର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର