କଟକ: ଓଡ଼ିଶା ପାରମ୍ପରିକ ସୋଟୋକାନ୍ କରାଟେ ସଂଘ ପକ୍ଷରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରବିବାର ଉଦ୍ଯାପିତ ସର୍ବଭାରତୀୟ ଓପନ୍ ପ୍ରତିଯୋଗିତାରେ ଓଡ଼ିଶାକୁ ହରାଇ ପଶ୍ଚିମବଙ୍ଗ ବିଜେତା ହୋଇଛି। ଏଥିରେ ୪ ରାଜ୍ୟରୁ ପ୍ରାୟ ୪୭୦ ଜଣ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନରେ କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ।
ସର୍ବଭାରତୀୟ କରାଟେ: ଓଡ଼ିଶା ଦ୍ୱିତୀୟ
/sambad/media/post_attachments/wp-content/uploads/2017/10/kk-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)