କଟକ: ଓଡ଼ିଶା ପାରମ୍ପରିକ ସୋଟୋକାନ୍ କରାଟେ ସଂଘ ପକ୍ଷରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରବିବାର ଉଦ୍ଯାପିତ ସର୍ବଭାରତୀୟ ଓପନ୍ ପ୍ରତିଯୋଗିତାରେ ଓଡ଼ିଶାକୁ ହରାଇ ପଶ୍ଚିମବଙ୍ଗ ବିଜେତା ହୋଇଛି। ଏଥିରେ ୪ ରାଜ୍ୟରୁ ପ୍ରାୟ ୪୭୦ ଜଣ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନରେ କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp