ଗ୍ଵାଲିୟର୍: ଭାରତର ଶ୍ରେଷ୍ଠ ଏକକ ଟେନିସ୍ ଖେଳାଳି ଅଙ୍କିତା ରାଇନା ଚଳିତ ବର୍ଷ ପ୍ରଥମ ଥର ଲାଗି ଆଇଟିଏଫ୍ ପ୍ରତିଯୋଗିତାର ଫାଇନାଲ୍ ପ୍ରବେଶ କରିଛନ୍ତି। ୨୫,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ପ୍ରତିଯୋଗିତାରେ ଶୁକ୍ରବାର ସେମିଫାଇନାଲ୍ ଜିତି ଅଙ୍କିତା ଏହି ସଫଳତା ପାଇଛନ୍ତି। ୨୫୫ ମାନ୍ୟତା ଅଙ୍କିତା ମହିଳା ଏକକ ସେମିରେ ରୁଷିଆର ୟାନା ସିଜିକୋଭାଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ।
ଆଇଟିଏଫ୍ ଫାଇନାଲ୍ରେ ଅଙ୍କିତା
/sambad/media/post_attachments/wp-content/uploads/2018/03/ankita_660_062913090247.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)