ଭୁବନେଶ୍ବର: ଦିଲ୍ଲୀର ତାଲ୍କୋଟରା ଇନ୍ଡୋର ଷ୍ଟାଡିୟମ୍ରେ ଚାଲିଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ବୁଧବାର ଓଡ଼ିଶା ପାଇଁ ଅନୁପମା ସ୍ବାଇଁ ରୌପ୍ୟ ପଦକ ଜିତିଛନ୍ତି। ବରିଷ୍ଠ ବର୍ଗରେ ଅନୁପମା ୫୫ କେଜି ମହିଳା ଫାଇଟ୍ରେ ୫-୭ରେ ହାରି ଦ୍ବିତୀୟ ସ୍ଥାନରେ ରହିଥିଲେ। ଅନୁପମାଙ୍କ ସଫଳତା ପାଇଁ ରାଜ୍ୟ କରାଟେ ସଂଘ ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ଅନୁପମାଙ୍କୁ ରୌପ୍ୟ
ଜାତୀୟ କରାଟେ
/sambad/media/post_attachments/wp-content/uploads/2019/06/silver-medal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)