ବିପିନ ଦାଶ ଭାରତୀୟ କାୟାକିଂ ଓ କାନୋଇଂ ସଂଘ ଉପ ସଭାପତି

କଟକ: ଭାରତୀୟ କାୟାକିଂ ଓ କାନୋଇଂ ସଂଘର ବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କାୟାକିଙ୍ଗ ଓ କାନୋଇଂ ସଂଘର ସମ୍ପାଦକ ବିପିନ ଦାଶ ଭାରତୀୟ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବୈଠକରେ ବିପିନଙ୍କ ସହ ବଲବୀର ସିଂହ ଖୁସ୍‌ଓ୍ଵାହ ଯୋଗଦେଇ ଭୋଟଦାନ କରିଥିଲେ।

ସମ୍ବନ୍ଧିତ ଖବର