ସେଣ୍ଟ ଭିନସେଣ୍ଟ : ନେପାଳକୁ୨୧ରନ୍ରେପରାସ୍ତକରିଛି ବାଂଲାଦେଶ ।ଏହା ସହିତବାଂଲାଦେଶଦଳସୁପର-୮ପାଇଁଯୋଗ୍ୟତାଅର୍ଜନକରିଛି।ଏଥିସହନେଦରଲାଣ୍ଡରଆଶାଭାଙ୍ଗିଯାଇଛିଏବଂସେମାନେଟୁର୍ଣ୍ଣାମେଣ୍ଟରୁବାଦ୍ପଡ଼ିଛନ୍ତି।ଏବେବାଂଲାଦେଶଦଳଜୁନ୍୨୨ରେସୁପର-୮ରେଭାରତକୁଭେଟିବ।
ପ୍ରଥମେବ୍ୟାଟିଂକରିନେପାଳବିପକ୍ଷରେବାଂଲାଦେଶ୧୦୬ରନ୍କରିଥିଲା।ଜବାବରେନେପାଳଦଳ୮୫ରନ୍ରେଅଲଆଉଟ୍ହୋଇଯାଇଥିଲା।
୧୦୬ ରନର ପିଛା କରୁଥିବା ନେପାଳ ଆରମ୍ଭରୁ ଝଟକା ପାଇଥିଲା ।।କୁଶଲଭୁର୍ତେଲମାତ୍ର୪ରନ୍କରିଆଉଟ୍ହୋଇଥିଲେ।ଏହାପରେଅନୀଲକୁମାରଖାତାନଖୋଲିପ୍ୟାଭିଲିୟନଫେରିଥିଲେ।ଅଧିନାୟକରୋହିତପାଉଡେଲଓସୁଦୀପଜୋରାମଧ୍ୟବଡ଼ଇନିଂସଖେଳିପାରିନଥିଲେ।କୁଶଲମଲ୍ଲାଓଦୀପେନ୍ଦ୍ରସିଂହଏରିକିଛିସମୟୱିକେଟ୍ରେରହିବାକୁଚେଷ୍ଟାକରିଥିଲେମଧ୍ୟମୁସ୍ତାଫିଜୁରରେହମାନଏହିଦୁଇଖେଳାଳିଙ୍କୁଆଉଟ୍କରିନେପାଳରବ୍ୟାଟିଂକ୍ରମରମେରୁଦଣ୍ଡଭାଙ୍ଗିଦେଇଥିଲେ।କୁଶଲ୨୭ଓଦୀପେନ୍ଦ୍ର୨୫ରନ୍କରିଥିଲେ।ଶେଷଓଭରରେନେପାଳକୁବିଜୟପାଇଁ୨୨ରନ୍ଦରକାରଥିଲା।କିନ୍ତୁଏହାପରେସୋମପାଲକାମିପ୍ରଥମବଲରେଆଉଟ୍ହୋଇଥିଲେ।ଏହାପରେଅବିନାଶବୋହରାଦ୍ୱିତୀୟବଲରେଆଉଟହୋଇଥିଲେ।ନେପାଳରପୂରାଟିମ୍ମାତ୍ର୮୫ରନ୍କରିପାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Capture-9.png)