Advertisment

ସେଣ୍ଟ ଭିନସେଣ୍ଟ : ନେପାଳକୁ୨୧ରନ୍ରେପରାସ୍ତକରିଛି ବାଂଲାଦେଶ ।ଏହା ସହିତବାଂଲାଦେଶଦଳସୁପର-ପାଇଁଯୋଗ୍ୟତାଅର୍ଜନକରିଛି।ଏଥିସହନେଦରଲାଣ୍ଡରଆଶାଭାଙ୍ଗିଯାଇଛିଏବଂସେମାନେଟୁର୍ଣ୍ଣାମେଣ୍ଟରୁବାଦ୍ପଡ଼ିଛନ୍ତି।ଏବେବାଂଲାଦେଶଦଳଜୁନ୍୨୨ରେସୁପର-୮ରେଭାରତକୁଭେଟିବ।

ପ୍ରଥମେବ୍ୟାଟିଂକରିନେପାଳବିପକ୍ଷରେବାଂଲାଦେଶ୧୦୬ରନ୍କରିଥିଲା।ଜବାବରେନେପାଳଦଳ୮୫ରନ୍ରେଅଲଆଉଟ୍ହୋଇଯାଇଥିଲା।

୧୦୬ ରନର ପିଛା କରୁଥିବା ନେପାଳ ଆରମ୍ଭରୁ ଝଟକା ପାଇଥିଲା ।କୁଶଲଭୁର୍ତେଲମାତ୍ରରନ୍କରିଆଉଟ୍ହୋଇଥିଲେ।ଏହାପରେଅନୀଲକୁମାରଖାତାଖୋଲିପ୍ୟାଭିଲିୟନଫେରିଥିଲେ।ଅଧିନାୟକରୋହିତପାଉଡେଲସୁଦୀପଜୋରାମଧ୍ୟବଡ଼ଇନିଂସଖେଳିପାରିନଥିଲେ।କୁଶଲମଲ୍ଲାଦୀପେନ୍ଦ୍ରସିଂହଏରିକିଛିସମୟୱିକେଟ୍ରେରହିବାକୁଚେଷ୍ଟାକରିଥିଲେମଧ୍ୟମୁସ୍ତାଫିଜୁରରେହମାନଏହିଦୁଇଖେଳାଳିଙ୍କୁଆଉଟ୍କରିନେପାଳରବ୍ୟାଟିଂକ୍ରମରମେରୁଦଣ୍ଡଭାଙ୍ଗିଦେଇଥିଲେ।କୁଶଲ୨୭ଦୀପେନ୍ଦ୍ର୨୫ରନ୍କରିଥିଲେ।ଶେଷଓଭରରେନେପାଳକୁବିଜୟପାଇଁ୨୨ରନ୍ଦରକାରଥିଲା।କିନ୍ତୁଏହାପରେସୋମପାଲକାମିପ୍ରଥମବଲରେଆଉଟ୍ହୋଇଥିଲେ।ଏହାପରେଅବିନାଶବୋହରାଦ୍ୱିତୀୟବଲରେଆଉଟହୋଇଥିଲେ।ନେପାଳରପୂରାଟିମ୍ମାତ୍ର୮୫ରନ୍କରିପାରିଥିଲା।