ନୂଆଦିଲ୍ଲୀ: ସୂଚନା ଅଧିକାର ପରିସରଭୁକ୍ତ ହେବା ପରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଜେଅାଇ)ଙ୍କ ନିଷ୍ପତ୍ତିକୁ ବିସିସିଆଇ ଚାଲେଞ୍ଜ୍ କରିବ ବୋଲି କହିଛି। ବିସିସିଆଇର ପ୍ରମୁଖ କର୍ମକର୍ତାମାନେ ଏଥି ପାଇଁ ଦାୟିତ୍ବରେ ଥିବା ପ୍ରଶାସନିକ ସମିତିର ଇଚ୍ଛାଶକ୍ତି ଅଭାବକୁ ଦୋଷ ଦେଇଛନ୍ତି। ବିସିସିଆଇ ଏକ ସ୍ବୟଂଶାସିତ ସଂସ୍ଥା ହୋଇଥିବାରୁ ଆରଟିଆଇ ପରିସର ଭୁକ୍ତ ନ ହେବାକୁ ଯୁକ୍ତି ବାଢ଼ି ଆସୁଥିଲା। କିନ୍ତୁ ଏକ ଜାତୀୟ କ୍ରୀଡ଼ା ସଂଘ ହୋଇଥିବାରୁ ସିଆଇସି ଏହାକୁ ପରିସରଭୁକ୍ତ କରି ଦେଇଛି। ୧୫ ଦିନ ମଧ୍ୟରେ ସମସ୍ତ ସୂଚନାକୁ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଜରିଆରେ ଉପଲବ୍ଧ କରିବାକୁ ସୋମବାର ନିର୍ଦେଶ ଦେଇଥିଲେ।
ବିସିସିଆଇ ଚାଲେଞ୍ଜ୍ କରିବ
/sambad/media/post_attachments/wp-content/uploads/2018/10/bcci-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)