କୋଲ୍‌କାତାକୁ ବିଦା କଲା ବେଙ୍ଗାଲୁରୁ

କୋଲ୍‌କାତା: ଚଳିତ ଆଇଏସ୍‌ଏଲ୍‌ରେ ଶନିବାର ସଲ୍‌ଟ ଲେକ୍‌ ଷ୍ଟାଡିୟମରେ ଗତ ବର୍ଷର ବିଜେତା ଆଟଲେଟିକୋ ଡି’ କୋଲ୍‌କାତାକୁ ୨-୦ ଗୋଲ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ବେଙ୍ଗାଲୁରୁ ଏଫ୍‌ସି ଦଳ ପ୍ଲେ ଅଫ୍‌ ଯୋଗ୍ୟତାକୁ ପକ୍କା କରିଛି। ୧୩ ମ୍ୟାଚ୍‌ରୁ ନବମ ବିଜୟ ସହିତ ୨୭ ପଏଣ୍ଟ୍‌ ପାଇ ବେଙ୍ଗାଲୁରୁ ଶୀର୍ଷ ସ୍ଥାନକୁ ମଧ୍ୟ ଦୃଢ଼ କରିଛି। ଅନ୍ୟପକ୍ଷରେ ୧୩ ମ୍ୟାଚ୍‌ରୁ ସପ୍ତମ ପରାଜୟ ସହିତ କୋଲ୍‌କାତା ବିଦାୟ ରାସ୍ତା ଦେଖିଛି।

ସମ୍ବନ୍ଧିତ ଖବର