ଗୌହାଟୀ: ଚଳିତ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ବେଙ୍ଗାଲୁରୁ ଏଫ୍ସି ନିଜର ତୃତୀୟ ବିଜୟ ପାଇଛି। ଏଥିସହ ବେଙ୍ଗାଲୁରୁ ୪ରୁ ୩ ବିଜୟ ସହ ପଏଣ୍ଟ୍ ତାଲିକାର ଶୀର୍ଷରେ ପହଞ୍ଚିଛି। ଶୁକ୍ରବାର ଗୌହାଟୀର ଇନ୍ଦିରା ଗାନ୍ଧି ଜାତୀୟ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ବେଙ୍ଗାଲୁରୁ ୧-୦ ଗୋଲ୍ରେ ଘରୋଇ ନର୍ଥଇଷ୍ଟ୍ ୟୁନାଇଟେଡ୍କୁ ପରାସ୍ତ କରିଥିଲା। ଏହି ବିଜୟ ସୂଚକ ଗୋଲ୍ଟି ଅତିଥି ଦଳର ମିକୁ (୪୭ ମିନିଟ୍) ଦେଇଥିଲେ।
ବେଙ୍ଗାଲୁରୁର ତୃତୀୟ ବିଜୟ
/sambad/media/post_attachments/wp-content/uploads/2017/12/7-NEUFC-BFC8.jpg)