ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ସେମିରେ

ବଲାଙ୍ଗୀର: ମିସନ ପଡ଼ିଆରେ ଚାଲିଥିବା ବସନ୍ତ ପାଲ(ଘନା) ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଭୁବନେଶ୍ବରର ଜଗା ୟୁନାଇଟେଡ ଦଳକୁ ଭବାନୀପାଟଣା କ୍ରୀଡ଼ା ଛାତ୍ରବାସ ଗୋଟିଏ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି। କ୍ରୀଡ଼ା ଛାତ୍ରାବାସ ପକ୍ଷରୁ ଜିସୁ ହେମ୍ବ୍ରମ ଏହି ଗୋଲ୍‌ଟି ଦେଇଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ଛାତ୍ରାବାସର ଗୋଲ୍‌ରକ୍ଷକ ଅମୃତ ଲାକ୍ରାଙ୍କୁ ସମ୍ମାନିତ କରାଯାଇଥିଲା

ସମ୍ବନ୍ଧିତ ଖବର