ଭୁବନେଶ୍ବର: ନବରଙ୍ଗପୁରର ଉମରେକାଟରେ ଆେୟାଜିତ ୨୬ତମ ଜିଲ୍ଲାସ୍ତରୀୟ ବଲ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୁବନେଶ୍ବର ଦଳ ଶୁକ୍ରବାର ଯାତ୍ରା କରିଛି। ଦଳରେ ଅନିଲ ମହାରଣା, ବି ତ୍ରିନାଥ ରାଓ, ଶେକ୍ ରୋସନ୍, ସଞ୍ଜୟ କୁମାର ବଳିୟାରସିଂହ, ସୌମେଶ ରଞ୍ଜନ ପାତ୍ର, ବିଜୟ କୁମାର ଖୁଣ୍ଟିଆ, ଜଗତଜ୍ୟୋତି ବେହେରା, ମିଥୁନ୍ ବିଷୋୟୀ ସ୍ଥାନ ପାଇଛନ୍ତି। ଦଳ ଯାତ୍ରା କରିବା ପୂର୍ବରୁ ଭୁବନେଶ୍ବର ବଲ୍ ବ୍ୟାଡ୍ମିଣ୍ଟନ ସଂଘର ସଭାପତି ଷ୍ଟାଲିନ୍ ପରିଜା, ସଂପାଦକ ତରୁଣ ଚନ୍ଦ୍ର ପାଲ୍, କାର୍ଯ୍ୟକାରୀ ସଭାପତି ସୁକାନ୍ତ ଦାସ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଭୁବନେଶ୍ବର ବଲ୍ ବ୍ୟାଡ୍ମିଣ୍ଟନ ଦଳର ଯାତ୍ରା
/sambad/media/post_attachments/wp-content/uploads/2018/10/Badminton.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)