ଭୁବନେଶ୍ୱରର ସିଦ୍ଧାର୍ଥ-ସୁଶୀଲ୍‌ ଯୋଡ଼ି ବିଜେତା

କାଳିଆପାଣି: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦୈତାରି ଲୌହଖଣି ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ଓଏମ୍‌ସି ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭୁବନେଶ୍ୱର ଯୋଡ଼ି ସିଦ୍ଧାର୍ଥ ଶେଖର ଜେନା ଓ ସୁଶୀଲ୍‌ ନାୟକ ବିଜେତା ହୋଇଛନ୍ତି। ଶୁକ୍ରବାର ରାତିରେ ଦୈତାରି ଇଣ୍ଡୋର ହଲ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଭୁବନେଶ୍ୱର ଯୋଡ଼ି ୨୧-୧୬ ଓ ୨୧-୧୮ ସେଟ୍‌ରେ ବଡ଼ବିଲ୍‌ର ସଦାଜିତ୍‌ ସିଂ କାଲ୍‌ସି ଓ ଅବତାର ସିଂ ଯୋଡ଼ିକୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର