ଭୂତିଆ ସ୍ମାରକୀ ମହିଳା ଫୁଟବଲ୍‌ ସେମିରେ ସିଲିଗୁଡ଼ି

ନାଲକୋନଗର: ସର୍ବଭାରତୀୟ ଭୂତିଆ ସ୍ମାରକୀ ମହିଳା ଫୁଟ୍‌ବଲ ପ୍ରତିଯୋଗିତାର ମଙ୍ଗଳବାର ପୂର୍ବତଟ ରେଳବାଇ (ଭୁବନେଶ୍ୱର)କୁ ୧-୦ ଗୋଲ୍‌ରେ ପରାସ୍ତ କରି ସିଲିଗୁଡ଼ି (ଏସ୍ଏସ୍‌ବି) ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଏନ ସୁମିଳା ଚାନୁ ୧୧ ମିନିଟରେ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ଦେଇଥିଲେ।

ସମ୍ବନ୍ଧିତ ଖବର