ବିଜୟ ମର୍ଚାଣ୍ଟ, କୁଚବେହାର, ସିକେ ନାଇଡୁ ଟ୍ରଫି ପାଇଁ ଓଡ଼ିଶା କ୍ରିକେଟ୍‌ ଦଳ

କଟକ: ଓଡ଼ିଶାର ତିନିଟି ବୟସ ବର୍ଗର ପରବର୍ତ୍ତୀ ପର୍ଯ୍ୟାୟ କ୍ରିକେଟ ପ୍ରତିଯୋଗିତା ପାଇଁ ସୋମବାର ଦଳ ଘୋଷଣା କରାଯାଇଛି। ବିଡ଼ାନାସୀ ପଡ଼ିଆରେ ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ବିହାର ବିପକ୍ଷରେ ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଅନୁଷ୍ଠିତ ହେବ। ସେହିପରି ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଗୋଆରେ ଗୋଆ ବିପକ୍ଷରେ ୧୯ ବର୍ଷରୁ କମ୍‌ କୁଚବେହାର ଟ୍ରଫି ଏବ˚ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଗୋଆ ବିପକ୍ଷରେ ସିକେ ନାୟୁଡୁ ଟ୍ରଫି ଖେଳାଯିବ। ଏସବୁ ପ୍ରତିଯୋଗିତା ପାଇଁ ଖେଳାଳି ଘୋଷଣା କରାଯାଇଥିବା ସୂଚନା ଦିଆଯାଇଛି।
୧୬ ବର୍ଷରୁ କମ୍‌ ଦଳ
ସୂର୍ଯ୍ୟ ମହାପାତ୍ର (ଅଧିନାୟକ), ପ୍ରିନ୍ସ ସଙ୍କେତ ବେହେରା, ବିଶ୍ବ ବିଭମ ମୁଦୁଲି, ବିଶ୍ବଜିତ ପାତ୍ର, ବିଭା˚ଶୁ ଶେଖର ରାଏ, ରମେଶ ମେଲେକା, ଦୀନେଶ କୁମାର ମାଝୀ, ଆଶୁତୋଷ ସାହୁ, ଆଶୁତୋଷ ଛୁରିଆ, ଶୋଭନ ଦେବ ବେହେରା, ସୁମନ ସୌରଭ ଓଝା, ଆଶୁତୋଷ ସାମଲ, ରାଜଦୀପ ରୋଶନ ଦାସ, ଶ୍ରେଷ୍ଠ ସି˚ହ, ମଦନ ଦାଶ।
୧୯ ବର୍ଷରୁ କମ୍‌ ଦଳ
ରଘୁନାଥ ମଲ୍ଲ (ଅଧିନାୟକ), ସ୍ବସ୍ତିକ ସାମଲ, ଶଶାଙ୍କ ରୁଙ୍ଗତା, ମିତ୍ରଭାନୁ ପଣ୍ତା, ଆୟୁଷ ନାୟକ, ଶୁଭମ୍‌ ଶତ୍ରୁଜିତ, ଆଦିତ୍ୟ ରାଉତ, ଅନୀଲ ପରିଡ଼ା, ମାନସ ନାୟକ, ନିହାର ର˚ଜନ ଭୂୟାଁ, ଶେଖର ମାଝୀ, ଉମେଶ ଯାଦବ, ବିଶ୍ବଜିତ ମଲ୍ଲିକ, ସନ୍ଦୀପ ଚୌହାନ, ନୀତିଶ ନିର˚ଜନ ସାମନ୍ତରାୟ।
୨୩ ବର୍ଷରୁ କମ୍‌ ଦଳ
ଦେବାଶିଷ ସାମନ୍ତରାୟ (ଅଧିନାୟକ), ଅମ୍ରିତ ଖଟୁଆ, ବିଶ୍ବଜିତ ଭୂୟାଁ, କାର୍ତ୍ତିକ ବିଶ୍ବାଳ, ରଘୁନାଥ ମଲ୍ଲ, ସୌଭାଗ୍ୟ ମିଶ୍ର, ଜ୍ଞାନଜ୍ୟୋତି ରାଏ, ରାଜକିଶନ ପଟେଲ, ଆଶିଷ ରାଏ, ଅୟସକାନ୍ତ ସାହୁ, ପ୍ରୀତ୍‌ସି˚ହ ଚୌହାନ, ସୌରଭ କାନୋଜିଆ, କ୍ଷମାସାଗର ବଳ, ଗୋବିନ୍ଦ ତାଣ୍ତିଆ, ତାରିଣି ସା।

ସମ୍ବନ୍ଧିତ ଖବର