ବିର୍ଧଓ୍ଵାଲ୍‌ ଅଳ୍ପକେ ପଦକରୁ ବଞ୍ଚିତ

ସନ୍ତରଣ ତାରକା ବିର୍ଧଓ୍ଵାଲ ଖାଡେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ପୁରୁଷ ୫୦ ମିଟର ଫ୍ରିଷ୍ଟାଇଲ୍‌ରେ ଖାଡେ ମାତ୍ର .୦୧ ସେକେଣ୍ଡ ପାଇଁ କାଂସ୍ୟ ପଦକ ହରାଇଛନ୍ତି। ଏହି ବର୍ଗରେ ଖାଡେ ୨୨.୪୭ ସେକେଣ୍ଡ୍‌ ସମୟ ସହ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲା ବେଳେ ଚୀନ୍‌ର ୟୁ ହେକ୍ସିନ୍‌ ସ୍ୱର୍ଣ୍ଣ, ନାକାମୁରା ରୌପ୍ୟ ଏବଂ ଜାପାନର ସୁନିଚି ନାକାଓ (୨୨.୪୬ ସେକେଣ୍ଡ୍‌) କାଂସ୍ୟ ପଦକ ଜିତି ନେଇଛନ୍ତିି।

ସମ୍ବନ୍ଧିତ ଖବର