ପୁନେ: ମହାରାଷ୍ଟ୍ରର ପୁନେଠାରେ ଚାଲିଥିବା ଟାଟା ଓପନ୍ ଟେନିସ୍ ପ୍ରତିଯୋଗିତାରେ ବୁଧବାର ଜୀବନ ନେଦୁନଚେଝିଆନ ଏବଂ ରୋହନ ବୋପାନ୍ନାଙ୍କ ଯୋଡ଼ି ଲିଆଣ୍ଡର ପେସ୍ ଏବଂ ପୁରବ ରାଜାଙ୍କୁ ବିଦାୟର ପଥ ଦେଖାଇ ଦେଇଥିଲେ। ବାମହାତୀ ଜୀବନ ଏବଂ ବୋପାନ୍ନା ୬-୩, ୬-୨ ସିଧାସଳଖ ସେଟ୍ରେ ପେସ୍-ରାଜାଙ୍କୁ ହରାଇ ଦେଇଥିଲେ। ପୁରୁଷ ଏକକରେ ୟୁକି ଭାମ୍ବ୍ରି ୭-୬, ୬-୭, ୬-୨ରେ ଅର୍ଜୁନ କାନ୍ଧେଙ୍କୁ ହରାଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।
ପେସ୍ଙ୍କୁ ପରାସ୍ତ କଲେ ବୋପାନ୍ନା
/sambad/media/post_attachments/wp-content/uploads/2017/10/26C3-ROHAN.jpg)