ମୁଷ୍ଟିଯୁଦ୍ଧରେ ମହିଳା ତାରକା ପବିତ୍ରା ଓ ସୋନିଆ ଲାଥେର ବିଦାୟ ନେଇଥିଲେ। ଦୁଇ ଥର ଏସୀୟ ଓ ବିଶ୍ୱ ରୌପ୍ୟ ବିଜୟିନୀ ସୋନିଆ ୫୭ କେଜିର କ୍ୱାର୍ଟରରେ ଉତ୍ତର କୋରିଆର ଜୋ ସୁନ୍ ହ୍ଵା’ଙ୍କ ନିକଟରୁ ହାରି ଯାଇଥିଲା ବେଳେ ଏପବିତ୍ରା ୬୦ ଇଣ୍ଡୋନେସିଆର ହୁସ୍ୱାତୁନ୍ ହାସନାଙ୍କଠାରୁ ପରାସ୍ତ ହୋଇଥିଲେ।
ମୁଷ୍ଟିଯୁଦ୍ଧରେ ନିରାଶା: ପବିତ୍ରା, ସୋନିଆ ହାରିଲେ
/sambad/media/post_attachments/wp-content/uploads/2018/08/aiba-women-preliminary-world-championship.jpg)