ବଲାଙ୍ଗୀର: ଗତକାଲି ବଲାଙ୍ଗୀର ଠାରେ ଖେଳାଯିବାକୁ ଥିବା ଛତିଶଗଡ଼ - ଓଡ଼ିଶା ସିକେ ନାଇଡୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବର୍ଷା ଯୋଗୁଁ ବନ୍ଦ ହେବା ପରେ ଆଜି ଅପରାହ୍ଣ ପରେ ମ୍ୟାଚ୍ ଆରମ୍ଭ ହୋଇଛି। ମ୍ୟାଚ୍ ରେଫ୍ରି ପିକେଏସ ରେଡ୍ଡି ଆଜି ଦିନ ୧ଟା ପରେ ପଡ଼ିଆ ନିରିକ୍ଷଣ କରିବା ପରେ ମ୍ୟାଚ୍ ଖେଳାଯିବ ବୋଲି ଘୋଷଣା କରିଥିଲେ। ଛତିଶଗଡ଼ ଟସ୍ ଜିଣି ପ୍ରଥମେ ଫିଲ୍ଠି କରିବ ବୋଲଇ ନିଷ୍ପତ୍ତି ନେଇଛି।
ସିକେ ନାଇଡୁ କ୍ରିକେଟ:ଟସ୍ ଜିଣି ଛତିଶଗଡ଼ର ପ୍ରଥମେ ଫିଲ୍ଡିଂ
/sambad/media/post_attachments/wp-content/uploads/2017/10/bolangir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)