କ୍ରିକେଟ୍ ଦୁନିଆରେ ଏବେ ଜର୍ସି ନମ୍ବର ୧୮ର ଭାରି ଚର୍ଚା। ତା ପୁଣି ଦୁଇ ଭାରତୀୟ ଖେଳାଳିଙ୍କୁ ନେଇ। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ଭାରତୀୟ ମହିଳା ଦଳର ସଦସ୍ୟା ସ୍ମୃତି ମାନ୍ଧାନା ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିବା ପରେ ଏହି ଚର୍ଚା ଆଲୋଚନାର କେନ୍ଦ୍ରରେ ରହିଛି। କୋହଲି ୩୪ ତମ ଦିନିକିଆ ଶତକ ମାରି ଏକାଧିକ କୀର୍ତିମାନ କରିଥିବା ବେଳେ ମାନ୍ଧାନା ନିଜର ତୃତୀୟ ଦିନିକିଆ ଶତକ ସହିତ ଭାରତକୁ ଶୃଙ୍ଖଳା ବିଜୟ ଦେଇଥିଲେ। ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସି ପରେ ସମ୍ଭବତଃ ୧୮ ନମ୍ବର ଏବେ ବିରଳ କ୍ଲବ୍କୁ ଯିବାର ସମ୍ଭାବନା ରଖିଛି।
ସିଲି ପଏଣ୍ଟ୍ ଜର୍ସି ନମ୍ବର ୧୮
/sambad/media/post_attachments/wp-content/uploads/2018/02/10-kohli-mandhana-afp_806x605_41518100077.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)