ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମଙ୍ଗଳବାର ୨ ସ୍ବର୍ଣ୍ଣ ଏବଂ ୨ ରୌପ୍ୟ ପଦକ ମିଳିଛି। ଫଳରେ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୩ କାଂସ୍ୟ ପଦକ ସାମିଲ ରହିଛି। ଭାରତୀୟ ମହିଳା ଲନ୍ ବଲ୍ ଦଳ ପ୍ରଥମ ଥର ସ୍ବର୍ଣ୍ଣ ଜିତି ଐତିହାସିକ ସଫଳତା ପାଇଥିଲା ବେଳେ ପୁରୁଷ ଟିଟି ଦଳ ତୃତୀୟ ଥର ସ୍ବର୍ଣ୍ଣ ପଦକ ଜିତିଛି। ପୁରୁଷ ଭାରୋତ୍ତୋଳନରେ ବିକାଶ ଠାକୁର ଏବଂ ମିଶ୍ରିତ ବ୍ୟାଡ୍ମିଣ୍ଟନ୍ ଦଳ ରୌପ୍ୟ ପଦକ ଜିତିଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଆଉ ୨ ସ୍ବର୍ଣ୍ଣ, ୨ ରୌପ୍ୟ
/sambad/media/post_attachments/wp-content/uploads/2022/08/commonwealthgame.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)