ଦିଲ୍ଲୀ କ୍ୟାପିଟାଲ୍‌ସ: କେଉଁ ଖେଳାଳି କେତେ ଦର?

ଖେଳାଳି   ଦେଶ   ମୂଳଦର   ବିକ୍ରିଦର
ଋଷଭ ପନ୍ତ୍‌, ଭାରତ, ରିଟେନ୍‌
ଅକ୍ଷର ପଟେଲ, ଭାରତ, ରିଟେନ୍‌
ପୃଥ୍ବୀ ସ, ଭାରତ, ରିଟେନ୍‌
ଅନ୍‌ରିକ୍‌ ନର୍ଖିୟା, ଦକ୍ଷିଣ ଆଫ୍ରିକା, ରିଟେନ୍‌
ଡେଭିଡ୍‌ ୱର୍ଣ୍ଣର, ଅଷ୍ଟ୍ରେଲିଆ, ୨ କୋଟି ୬.୨୫ କୋଟି
ମିଚେଲ ମାର୍ସ, ଅଷ୍ଟ୍ରେଲିଆ, ୨ କୋଟି ୬.୫ କୋଟି
ଶାର୍ଦୁଳ ଠାକୁର, ଭାରତ, ୨ କୋଟି ୧୦.୭୫ କୋଟି
କୁଲ୍‌ଦୀପ ଯାଦବ, ଭାରତ, ୧ କୋଟି ୨ କୋଟି
ଅଶ୍ବିନ ହେବର୍‌, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ମୁସ୍ତାଫିଜୁର ରହମନ, ବାଂଲାଦେଶ, ୨ କୋଟି ୨ କୋଟି
ସର୍ଫରାଜ ଖାନ୍‌, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
କମଲେଶ ନାଗରକୋଟୀ, ଭାରତ, ୪୦ ଲକ୍ଷ ୧.୧୦ କୋଟି
କେଏସ୍‌ ଭରତ, ଭାରତ, ୨୦ ଲକ୍ଷ ୨ କୋଟି
ମନ୍‌ଦୀପ ସିଂହ, ଭାରତ, ୫୦ ଲକ୍ଷ ୧.୧ କୋଟି
ଖଲିଲ ଅହମ୍ମଦ, ଭାରତ, ୫୦ ଲକ୍ଷ ୫.୨ କୋଟି
ଚେତନ ସାକାରିୟା, ଭାରତ, ୫୦ ଲକ୍ଷ ୪.୨ କୋଟି
ଲଲିତ ଯାଦବ, ଭାରତ, ୨୦ ଲକ୍ଷ ୬୫ ଲକ୍ଷ
ରିପଲ ପଟେଲ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ୟାଶ୍‌ ଧୂଲ୍‌, ଭାରତ, ୨୦ ଲକ୍ଷ ୫୦ ଲକ୍ଷ

ସମ୍ବନ୍ଧିତ ଖବର