ଅର୍ଜୁନ କପୁରଙ୍କ ସହ ଫୁଟ୍‌ବଲ୍‌ ଖେଳୁଥିବାର ନଜର ଆସିଲେ ମହେନ୍ଦ୍ର ସିଂହ ଧୋନୀ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌ କିପର୍‌ ତଥା ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ୍‌ ଛାଡ଼ି ଫୁଟ୍‌ବଲ୍‌ ଖେଲିବାର ନଜର ଆସିଛନ୍ତି। ସେ ରବିବାର ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ସହ ମୁମ୍ବାଇର ଏକ ପଡ଼ିଆରେ ଫୁଟ୍‌ବଲ୍‌ ଖେଳୁଥିବାର ନଜର ଆସିଛନ୍ତି। ‘ପ୍ଲେଇଂ ଫର୍‌ ହ୍ୟୁମାନିଟି’ ଲେଖାଥିବା ଏକ ପୋଷାକ ପିନ୍ଧି ଧୋନୀ ପଡ଼ିଆରେ ଦେଖିବାକୁ ମିଳିଛନ୍ତି।

 

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ମହେନ୍ଦ୍ର ସିଂହ ଧୋନୀ ସେନାରେ ଅବୈତନୀକ ଭାବେ ଲେପ୍ଟେନାଣ୍ଟ୍‌ କର୍ଣ୍ଣେଲ ପଦବୀରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ଆସନ୍ତା ଦୁଇ ମାସ କଶ୍ମୀରରେ ଥିବା ତାଙ୍କର ପାରାମିଲିଟାରି ରେଜିମେଣ୍ଟ୍‌ ସହିତ ସମୟ ଅତିବାହିତ କରିବେ।

ସମ୍ବନ୍ଧିତ ଖବର