ପନ୍ତଙ୍କୁ ଧୋନିଙ୍କ ସହ ତୁଳନା କରନି: ଗିଲକ୍ରିଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଵିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ ଆଡାମ୍ ଗିଲକ୍ରିଷ୍ଟ ଭାରତୀୟ ପ୍ରଶଂସକ ଓ ଗଣମାଧ୍ୟମକୁ ଋଷବ ପନ୍ତଙ୍କ ତୁଳନା ମହାନ୍ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ସହ ନ କରିବାକୁ ଉପଦେଶ ଦେଇଛନ୍ତି। ଧୋନି ସ୍ବତନ୍ତ୍ର, ତାଙ୍କଠାରୁ ଋଷବ ଯେତେ ଅଧିକ ଶିଖି ପାରିବେ ସେତେ ଭଲ, କିନ୍ତୁ ତାଙ୍କ ଭଳି ହେବାକୁ ଚେଷ୍ଟା ନ କରିବା ପାଇଁ ସେ କହିଛନ୍ତି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ହେବାକୁ ଥିବା ବେଳେ ଗିଲକ୍ରିଷ୍ଟ ପଶ୍ଚିମ ଅଷ୍ଟ୍ରେଲିଆର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତ ଆସିଛନ୍ତି।

ସମ୍ବନ୍ଧିତ ଖବର