କଟକ: ବାରବାଟୀରେ ବିରାଟ ଲଢେଇ । ଟସ୍ ଜିତି ବ୍ୟାଟିଂ କରିବ ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ତେବେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।
ଆଉ ମାତ୍ର କେଇ ମିନିଟର ଅପେକ୍ଷା । ଠିକ୍ ଦିନ ସାଢେ ଗୋଟାଏରେ ମୈଦାନକୁ ଓହ୍ଲାଇବେ ଦୁଇ ଦଳର ଖେଳାଳି । ତାପରେ ବାରବାଟୀ ମୈଦାନରେ ଚାଲିବ ବଡ ମୁକାବିଲା । ଦୁଇ ଦଳ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିବ ୨ୟ ଦିନିକିଆ ଟକ୍କର ।
ମ୍ୟାଚ ଦେଖିବାକୁ ଦର୍ଶକ ଉତ୍ସାହିତ ଥିବା ବେଳେ ଗ୍ୟାଲେରୀରେ ଖେଳ ଆରମ୍ଭକୁ ଅପେକ୍ଷା କରିଛନ୍ତି । କେତେବେଳେ ଖେଳ ଆରମ୍ଭ ହେବ ଆଉ ପଡିଆରେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବେ ଦର୍ଶକ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/09/3mjEvp3VhKBUBuHi6Ju3.jpg)