ଫିଫା ପୁରସ୍କାର: ଲୁକା ବର୍ଷର୍ର ଶ୍ରେଷ୍ଠ ଖେଳାଳି

ଲଣ୍ଡନ୍‌: କ୍ରୋଏସିଆ ମଧ୍ୟଭାଗ ଖେଳାଳି ଲୁକା ମୋଦ୍ରିକ ଚଳିତ ବର୍ଷର ଶ୍ରେଷ୍ଠ ଫୁଟ୍‌ବଲ୍‌ ଖେଳାଳି ଭାବେ ଫିଫା ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଲଣ୍ଡନ୍‌ରେ ସୋମବାର ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ବ୍ରାଜିଲ୍‌ ପୂରୋଭାଗ ଖେଳାଳି ମାର୍ତା ଶ୍ରେଷ୍ଠ ମହିଳା ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର