ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟିୟର ଆଣ୍ଡ୍ରିୟୁ ସିମଣ୍ଡସ୍ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଗତକାଲି ରାତିରେ ନିଜେ ଗାଡି ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Advertisment

ସାଇମଣ୍ଡସ୍ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ ମ୍ୟାଚ୍, ୧୯୮ଟି ଦିନିକିଆ, ୧୪ଟି ଟି-ଟେ୍ୱଣ୍ଟି ଖେଳିବା ସହ ଦୁଇଟି ବିଶ୍ୱକପ ଜିତିଥିଲେ।