ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମୁଖ୍ୟ କୋଚ ନେଇ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ବାଜିପାରେ ନୂଆ କୋଚଙ୍କ ଉପରେ ମୋହର । ମିଳିଥିବା ସୂଚନା ଅନୁସାରେ ରେସରେ ସବୁଠୁ ଆଗରେ ଥିବା ଗୌତମ ଗମ୍ଭୀରଙ୍କ ସମସ୍ତ ସର୍ତ୍ତ ବିିସିଆଇ ମାନିଛି । ତେଣୁ ଚର୍ଚ୍ଚା ହେଉଛି ଗୌତମ ହିଁ ହୋଇପାରନ୍ତି ଟିମ ଇଣ୍ଡିଆ ମୁଖ୍ୟ କୋଚ।
ଖୁବ୍ ଶୀଘ୍ର ଟିମ ଇଣ୍ଡିଆ ମୁଖ୍ୟ କୋଚ ଭାବେ ଗମ୍ଭୀରଙ୍କ ନାମରେ ବାଜିପାରେ ମୋହର
/sambad/media/post_attachments/wp-content/uploads/2024/06/Untitled-89.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)