ଗ୍ଲୋବାଲ ଟ୍ବେଣ୍ଟି-୨୦ରେ ବୋମା ଆତଙ୍କ

ବ୍ରାମ୍ପଟନ୍‌: ଚଳିତ ଗ୍ଲୋବାଲ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ବୋମା ଆତଙ୍କ ଯୋଗୁଁ ୯୦ ମିନିଟ୍‌ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ବ୍ରାମ୍ପଟନରେ ଖେଳାଯିବାକୁ ଥିବା ଗ୍ଲୋବାଲ ଟ୍ବେଣ୍ଟି-୨୦ କାନାଡାରେ ମଣ୍ଟ୍ରିଲ୍‌ ଟାଇଗର୍ସ ଏବଂ ୱିନିପେଙ୍ଗ ହକ୍ସ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଷ୍ଟାଡିୟମରେ ସନ୍ଦେହଜନକ ପ୍ୟାକେଟ ମିଳିଥିଲା। ସନ୍ଧାନୀ କୁକୁର ତନ୍ନତନ୍ନ ପରୀକ୍ଷା କରିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର