ଗୁଜରାଟ ଟାଇଟାନ୍‌ସ: କେଉଁ ଖେଳାଳି କେତେ ଦର?

ଖେଳାଳି  ଦେଶ  ମୂଳଦର  ବିକ୍ରିଦର
ହାର୍ଦିକ୍‌ ପାଣ୍ଡ୍ୟା, ଭାରତ, ରିଟେନ୍‌
ଶୁଭମନ ଗିଲ୍‌, ଭାରତ, ରିଟେନ୍‌
ରସିଦ୍‌ ଖାନ୍‌, ଆଫ୍‌ଗାନିସ୍ତାନ, ରିଟେନ୍‌
ମହମ୍ମଦ ସାମି, ଭାରତ, ୨ କୋଟି ୬.୨୫ କୋଟି
ଜାସନ ରୟ, ଇଂଲଣ୍ଡ, ୨ କୋଟି ୨ କୋଟି
ଲୋକି ଫର୍ଗୁସନ୍‌, ନ୍ୟୁଜିଲାଣ୍ଡ୍‌, ୨ କୋଟି ୧୦ କୋଟି
ଅଭିନବ ସଦରଙ୍ଗାନି, ଭାରତ, ୨୦ ଲକ୍ଷ ୨.୬ କୋଟି
ରାହୁଲ ତିୱାତିଆ, ଭାରତ, ୪୦ ଲକ୍ଷ ୯ କୋଟି
ନୁର୍‌ ଅହମ୍ମଦ, ଆଫ୍‌ଗାନିସ୍ତାନ, ୩୦ ଲକ୍ଷ ୩୦ ଲକ୍ଷ
ସାଇ କିଶୋର, ଭାରତ, ୨୦ ଲକ୍ଷ ୩ କୋଟି
ଜୟନ୍ତ ଯାଦବ, ଭାରତ, ୧ କୋଟି ୧.୭ କୋଟି
ବିଜୟ ଶଙ୍କର, ଭାରତ, ୫୦ ଲକ୍ଷ ୧.୪ କୋଟି
ଡୋମିନିକ୍‌ ଡ୍ରାକେସ, ୱେଷ୍ଟଇଣ୍ଡିଜ୍‌, ୭୫ ଲକ୍ଷ ୧.୧ କୋଟି
ଦର୍ଶନ ନାଲ୍‌କାଣ୍ଡେ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ୟାଶ୍‌ ଦୟାଲ, ଭାରତ, ୨୦ ଲକ୍ଷ ୩.୨ କୋଟି
ଅଲ୍‌ଜେରି ଯୋସେଫ୍‌, ୱେଷ୍ଟଇଣ୍ଡିଜ୍‌, ୭୫ ଲକ୍ଷ ୨.୪ କୋଟି
ପ୍ରଦୀପ ସାଙ୍ଗ୍‌ୱାନ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ଡେଭିଡ୍‌ ମିଲର ଦକ୍ଷିଣ, ଆଫ୍ରିକା, ୧ କୋଟି ୩ କୋଟି
ରିଦ୍ଧିମାନ ଶାହ, ଭାରତ, ୧ କୋଟି ୧.୯ କୋଟି
ମାଥ୍ୟୁ ୱାଦେ, ଅଷ୍ଟ୍ରେଲିଆ, ୨ କୋଟି ୨.୪ କୋଟି
ଗୁର୍‌କୀରଟ ସିଂହ, ଭାରତ, ୫୦ ଲକ୍ଷ ୫୦ ଲକ୍ଷ
ବରୁଣ ଆରୋନ୍‌, ଭାରତ, ୫୦ ଲକ୍ଷ ୫୦ ଲକ୍ଷ
ବି ସାଇ ସୁଦର୍ଶନ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ

ସମ୍ବନ୍ଧିତ ଖବର