ଭୁବନେଶ୍ବର: ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହକି ବିଶ୍ବକପ୍ ଆେୟାଜନ କରିବ। ପ୍ରମୁଖ ୧୬ ହକି ରାଷ୍ଟ୍ର ଏହି ୧୯ ଦିନିଆ ପ୍ରତିଯୋଗିତାରେ ଟ୍ରଫି ପାଇଁ ଲଢିବେ। ସମସ୍ତ ଦଳକୁ ୪ଟି ପୁଲ୍ରେ ଭାଗ କରାଯାଇଛି। ସଂପ୍ରତି ବିଶ୍ବ ମାନ୍ୟତାର ପଞ୍ଚମ ତଥା ଆୟୋଜକ ଭାରତ ପୁଲ୍-ସିରେ ରିଓ ଅଲିମ୍ପିକ୍ସ ଉପବିଜେତା ବେଲ୍ଜିୟମ୍, କାନାଡା ଓ ଦକ୍ଷିଣ ଆଫ୍ରିକା ସହ ରହିଛି। ପୁଲ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଦଳ ସିଧାସଳଖ କ୍ବାର୍ଟର ଫାଇନାଲ୍କୁ ଉନ୍ନୀତ ହେବ। ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିବା ପାଇଁ କ୍ରସ୍ଓଭର ମ୍ୟାଚ୍ ଖେଳିବେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲ୍-ଏ: ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ୍, ସ୍ପେନ୍, ଫ୍ରାନ୍ସ
ପୁଲ୍-ବି: ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ୍, ଚୀନ୍
ପୁଲ୍-ସି: ଭାରତ, ବେଲ୍ଜିୟମ୍, କାନାଡା, ଦକ୍ଷିଣ ଆଫ୍ରିକା
ପୁଲ୍-ଡି: ନେଦରଲାଣ୍ଡ୍, ଜର୍ମାନି, ମାଲେସିଆ, ପାକିସ୍ତାନ
ନେଭମ୍ବର ୨୮ (ବୁଧବାର/ପୁଲ୍-ସି)
ବେଲ୍ଜିୟମ୍ ବନାମ କାନାଡା (ଅପରାହ୍ନ ୫ଟା)
ଭାରତ ବନାମ ଦକ୍ଷିଣ ଆଫ୍ରିକା (ସନ୍ଧ୍ୟା ୭ଟା)
ନେଭମ୍ବର ୨୯ (ଗୁରୁବାର/ପୁଲ୍-ଏ)
ଆର୍ଜେଣ୍ଟିନା ବନାମ ସ୍ପେନ୍ (ଅପରାହ୍ନ ୫ଟା)
ନ୍ୟୁଜିଲାଣ୍ଡ୍ ବନାମ ଫ୍ରାନ୍ସ (ସନ୍ଧ୍ୟା ୭ଟା)
ନେଭମ୍ବର ୩୦ (ଶୁକ୍ରବାର/ପୁଲ୍-ବି)
ଅଷ୍ଟ୍ରେଲିଆ ବନାମ ଆୟର୍ଲାଣ୍ଡ୍ (ଅପରାହ୍ନ ୫ଟା)
ଇଂଲଣ୍ଡ୍ ବନାମ ଚୀନ୍ (ସନ୍ଧ୍ୟା ୭ଟା)
ଡିସେମ୍ବର ୧ (ଶନିବାର/ପୁଲ୍-ଡି)
ନେଦରଲାଣ୍ଡ୍ ବନାମ ମାଲେସିଆ (ଅପରାହ୍ନ ୫ଟା)
ଜର୍ମାନି ବନାମ ପାକିସ୍ତାନ (ସନ୍ଧ୍ୟା ୭ଟା)
ଡିସେମ୍ବର ୨ (ରବିବାର/ପୁଲ୍-ସି)
କାନାଡା ବନାମ ଦକ୍ଷିଣ ଆଫ୍ରିକା (ଅପରାହ୍ନ ୫ଟା)
ଭାରତ ବନାମ ବେଲ୍ଜିୟମ୍ (ସନ୍ଧ୍ୟା ୭ଟା)
ଡିସେମ୍ବର ୩ (ସୋମବାର/ପୁଲ୍-ଏ)
ସ୍ପେନ୍ ବନାମ ଫ୍ରାନ୍ସ (ଅପରାହ୍ନ ୫ଟା)
ନ୍ୟୁଜିଲାଣ୍ଡ୍ ବନାମ ଆର୍ଜେଣ୍ଟିନା (ସନ୍ଧ୍ୟା ୭ଟା)
ଡିସେମ୍ବର ୪ (ମଙ୍ଗଳବାର/ପୁଲ୍-ବି)
ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ (ଅପରାହ୍ନ ୫ଟା)
ଆୟର୍ଲାଣ୍ଡ୍ ବନାମ ଚୀନ୍ (ସନ୍ଧ୍ୟା ୭ଟା)
ଡିସେମ୍ବର ୫ (ବୁଧବାର/ପୁଲ୍-ଡି)
ଜର୍ମାନି ବନାମ ନେଦରଲାଣ୍ଡ୍ (ଅପରାହ୍ନ ୫ଟା)
ମାଲେସିଆ ବନାମ ପାକିସ୍ତାନ (ସନ୍ଧ୍ୟା ୭ଟା)
ଡିସେମ୍ବର ୬ (ଗୁରୁବାର/ପୁଲ୍-ଏ)
ସ୍ପେନ୍ ବନାମ ନ୍ୟୁଜିଲାଣ୍ଡ୍ (ଅପରାହ୍ନ ୫ଟା)
ଆର୍ଜେଣ୍ଟିନା ବନାମ ଫ୍ରାନ୍ସ (ସନ୍ଧ୍ୟା ୭ଟା)
ଡିସେମ୍ବର ୭ (ଶୁକ୍ରବାର/ପୁଲ୍-ବି)
ଅଷ୍ଟ୍ରେଲିଆ ବନାମ ଚୀନ୍ (ଅପରାହ୍ନ ୫ଟା)
ଆୟର୍ଲାଣ୍ଡ୍ ବନାମ ଇଂଲଣ୍ଡ (ସନ୍ଧ୍ୟା ୭ଟା)
ଡିସେମ୍ବର ୮ (ଶନିବାର/ପୁଲ୍-ସି)
ବେଲ୍ଜିୟମ୍ ବନାମ ଦକ୍ଷିଣ ଆଫ୍ରିକା (ଅପରାହ୍ନ ୫ଟା)
କାନାଡା ବନାମ ଭାରତ (ସନ୍ଧ୍ୟା ୭ଟା)
ଡିସେମ୍ବର ୯ (ରବିବାର/ପୁଲ୍-ଡି)
ମାଲେସିଆ ବନାମ ଜର୍ମାନି (ଅପରାହ୍ନ ୫ଟା)
େନଦରଲାଣ୍ଡ୍ ବନାମ ପାକିସ୍ତାନ (ସନ୍ଧ୍ୟା ୭ଟା)
ଡିସେମ୍ବର ୧୦ (ସୋମବାର/କ୍ରସ୍ଓଭର)
ପୁଲ୍-ଏ ଦ୍ବିତୀୟ ବନାମ ପୁଲ୍-ବି ତୃତୀୟ (ଅପରାହ୍ନ ୪.୪୫)
ପୁଲ୍-ବି ଦ୍ବିତୀୟ ବନାମ ପୁଲ୍-ଏ ତୃତୀୟ (ସନ୍ଧ୍ୟା ୭ଟା)
ଡିସେମ୍ବର ୧୧ (ମଙ୍ଗଳବାର/କ୍ରସ୍ଓଭର)
ପୁଲ୍-ସି ଦ୍ବିତୀୟ ବନାମ ପୁଲ୍-ଡି ତୃତୀୟ (ଅପରାହ୍ନ ୪.୪୫)
ପୁଲ୍-ଡି ଦ୍ବିତୀୟ ବନାମ ପୁଲ୍-ସି ତୃତୀୟ (ସନ୍ଧ୍ୟା ୭ଟା)
ଡିସେମ୍ବର ୧୨ (ବୁଧବାର/କ୍ବାର୍ଟର ଫାଇନାଲ୍)
ପୁଲ୍-ଏ ପ୍ରଥମ ବନାମ ମ୍ୟାଚ୍ ୨୬ର ବିଜେତା (ଅପରାହ୍ନ ୪.୪୫)
ପୁଲ୍-ବି ପ୍ରଥମ ବନାମ ମ୍ୟାଚ୍ ୨୫ର ବିଜେତା (ସନ୍ଧ୍ୟା ୭ଟା)
ଡିସେମ୍ବର ୧୩ (ଗୁରୁବାର/କ୍ବାର୍ଟର ଫାଇନାଲ୍)
ପୁଲ୍-ସି ପ୍ରଥମ ବନାମ ମ୍ୟାଚ୍ ୨୮ର ବିଜେତା (ଅପରାହ୍ନ ୪.୪୫)
ପୁଲ୍-ଡି ପ୍ରଥମ ବନାମ ମ୍ୟାଚ୍ ୨୭ର ବିଜେତା (ସନ୍ଧ୍ୟା ୭ଟା)
ଡିସେମ୍ବର ୧୪ (ଶୁକ୍ରବାର/ବିଶ୍ରାମ ଦିବସ)
ଡିସେମ୍ବର ୧୫ (ଶନିବାର/ସେମି ଫାଇନାଲ୍)
ମ୍ୟାଚ୍ ୨୯ ବିଜେତା ବନାମ ମ୍ୟାଚ୍ ୩୨ ବିଜେତା (ଅପରାହ୍ନ ୪ଟା)
ମ୍ୟାଚ୍ ୩୦ ବିଜେତା ବନାମ ମ୍ୟାଚ୍ ୩୧ ବିଜେତା (ସନ୍ଧ୍ୟା ୭ଟା)
ଡିସେମ୍ବର ୧୬ (ରବିବାର)
ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ପ୍ଲେଅଫ୍ (ଅପରାହ୍ନ ୪.୩୦)
ଫାଇନାଲ୍: ସମୟ ସନ୍ଧ୍ୟା ୭ଟା।