କରାଚି: କରାଚିରେ ନ୍ୟାସନାଲ ଷ୍ଟାଡିୟମରେ ଜାରି ରହିଛି ଚାମ୍ପିୟନ୍ସ ଟ୍ରଫିର ୩ୟ ମ୍ୟାଚ । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ୩୧୬ ରନର ଟାର୍ଗେଟ୍ ଦେଇଛି । ୫୦ ଓଭରରେ ୱିକେଟ୍ ହରାଇ ୩୧୫ ରନ୍ କରି ୩୧୬ ରନର ଟାର୍ଗେଟ୍ ଦେଇଛି ଦକ୍ଷିଣ ଆଫ୍ରିକା ।
ଏଥିସହ ଦକ୍ଷିଣ ଆଫ୍ରିକାର ୩୧୬ ରନର ଟାର୍ଗେଟକୁ ପିଛା କରି ୨ୟ ଇନିଂସ୍ ଜାରି ରଖିଛି ଆଫଗାନିସ୍ତାନ । ୧୦ ଓଭର ସୁଦ୍ଧା ୩୮ ରନ୍ କରି ୨ ୱିକେଟ୍ ହରାଇଛି ଟିମ୍ ଆଫଗାନିସ୍ତାନ । ତେବେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)