ଭୁବନେଶ୍ୱର: ଏଫଆଇଏଚ୍ ପୁରୁଷ ହକିରେ ଶୁକ୍ରବାର ଭାରତୀୟ ଟିମ୍ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପୋଲାଣ୍ଡକୁ ପରାସ୍ତ କରିବା ସହିତ ଭାରତ ଦ୍ଵିତୀୟ ବିଜୟ ହାସଲ କରିଛି। ଭାରତ ପାଇଁ ଅଧିନାୟକ ମନପ୍ରୀତ ସିଂହ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ।
ଏଫ୍ଆଇଏଚ୍ ପୁରୁଷ ହକି: ପୋଲାଣ୍ଡ ବିପକ୍ଷରେ ଭାରତ ୩-୧ରେ ବିଜୟୀ
/sambad/media/post_attachments/wp-content/uploads/2019/06/team-india-hockey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)