କୋଲକାତା: ଅନ୍ତର୍ଜାତୀୟ କ୍ରିକେଟ୍ ପରଷଦ (ଆଇସିସି) ଦ୍ବାରା ଆୟୋଜିତ ପୁରୁଷ ଟି୨୦ ବିଶ୍ବକପ୍-୨୦୨୬ର ୫୨ତମ ମୁକାବିଲା ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହୋଇଛି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଜାରି ଥିବା ଏହି ମୁକାବିଲାରେ ଟସ୍ ଜିଣି ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତ ବିନା କୌଣସି ପରିବର୍ତ୍ତନରେ ପଡ଼ିଆକୁ ଓହ୍ଲାଇଛି। ୱେଷ୍ଟଇଣ୍ଡିଜ ଦଳ ନର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିବା ପାଇଁ ୧୯୬ ରନ୍ର ଲକ୍ଷ୍ୟ ମିଳିଛି।
IND vs WI T20 WC: ଭାରତ ଆଗରେ ୧୯୬ ରନ୍ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍
ଅନ୍ତର୍ଜାତୀୟ କ୍ରିକେଟ୍ ପରଷଦ (ଆଇସିସି) ଦ୍ବାରା ଆୟୋଜିତ ପୁରୁଷ ଟି୨୦ ବିଶ୍ବକପ୍-୨୦୨୬ର ୫୨ତମ ମୁକାବିଲା ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହୋଇଛି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଜାରି ଥିବା ଏହି ମୁକାବିଲାରେ...
/sambad/media/media_files/2026/03/01/team-india-t20-2026-03-01-20-39-03.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)