ଭୁବନେଶ୍ବର: ବୁଏନସ୍ ଏରିସ୍ରେ ଚାଲିଥିବା ଯୁବ ଅଲିମ୍ପିକ୍ସର ହକିରେ ଭାରତୀୟ ପୁରୁଷ ଦଳ କ୍ବାର୍ଟର୍ ଫାଇନାଲ୍ ସ୍ଥାନ ପକ୍କା କରିଛି। ମଙ୍ଗଳବାର କେନିଆକୁ ୭-୧ ଗୋଲ୍ରେ ହରାଇ ୩ରୁ ୩ ବିଜୟ ସହ ୯ ପଏଣ୍ଟ୍ ପାଇ ଏହି ସ୍ଥାନ ପକ୍କା କରିଛି। ପଞ୍ଚମ ଓ ୧୦ମ ମିନିଟ୍ରେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରିଥିଲେ।
ସୁଦୀପ ଦେଲେ ୨ ଗୋଲ୍: ଭାରତ କ୍ବାର୍ଟର୍ରେ
/sambad/media/post_attachments/wp-content/uploads/2018/10/hokey-1.jpg)