କାଠମାଣ୍ଡୁ (ନେପାଳ): ଚଳିତ ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍)ରେ ଭାରତର ପଦକ ସଂଖ୍ୟା ୨୫୦ ଡେଇଁଛି। ଏଥିରେ ୧୩୨ ସ୍ବର୍ଣ୍ଣ, ୭୯ ରୌପ୍ୟ ଓ ୪୧ କାଂସ୍ୟ ରହିଛି। ରବିବାର ସପ୍ତମ ଦିବସରେ ଭାରତୀୟ ଖେଳାଳିମାନେ ୨୨ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୩୮ ପଦକ ଅମଳ କରିଥିଲା।
ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୨୫୦ ଡେଇଁଲା
/sambad/media/post_attachments/wp-content/uploads/2019/12/fh54sfh654sf65h4sf5h7fs8h74f65sh4fsssssssssssh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)