ଅହମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍-୨୦୨୬ରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟରେ ଜାରି ଥିବା ସୁପର-୮ ମୁକାବିଲାରେ ଟସ୍ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥିଲା। ଅତିଥି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୭ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୮୮ ରନ୍ର ଲକ୍ଷ୍ୟ ମିଳିଛି।
/filters:format(webp)/sambad/media/media_files/2026/02/22/bumra-2026-02-22-20-28-43.jpg)
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ବୋଲର ଚମକପ୍ରଦ ବୋଲିଂ କରିଛନ୍ତି। ସେ ୪ ଓଭର ବୋଲିଂ କରି ଦକ୍ଷିଣ ଆଫ୍ରିକାର ୩ଟି ମୂଲ୍ୟବାନ ୱିକେଟ୍ ନେଇଛନ୍ତି। ସେ ମାତ୍ର ୧୫ ରନ୍ ଖର୍ଚ୍ଚ କରିଛନ୍ତି। ଅର୍ଶଦୀପ ସିଂହଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ଶିଭମ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/22/screenshot-2026-02-22-202814-2026-02-22-20-28-43.jpg)