ଭୁବନେଶ୍ୱର: କୋଟିଫ୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ ଜବାମଣୀ ଟୁଡ଼ୁ ଏବଂ ମନୀଷା ପାନ୍ନା ସ୍ଥାନ ପାଇଛନ୍ତି। ଜବାମଣୀ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଏବଂ ମନୀଷା ପୂର୍ବତଟ ରେଳବାଇ ପକ୍ଷରୁ ଖେଳୁଛନ୍ତି। ଏହି ପ୍ରତିଯୋଗିତା ସ୍ପେନ୍ର ଭାଲେନିକାରେ ଜୁଲାଇ ୨୬ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ଦୁଇ ଖେଳାଳିଙ୍କୁ ଫାଓ ସମ୍ପାଦକ ସଂଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି।
ଭାରତୀୟ ମହିଳା ଫୁଟ୍ବଲ୍ ଦଳରେ ଜବାମଣୀ, ମନୀଷା
/sambad/media/post_attachments/wp-content/uploads/2018/07/spo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)