ପ୍ୟାରିସ୍: ଗିଆନି ଇନ୍ଫାଣ୍ଟିନୋ ଦ୍ବିତୀୟ ଥର ପାଇଁ ଫିଫାର ସଭାପତି ନିର୍ବାଚିତ ହୋଇଛନ୍ତି। ୨୦୧୬ ମସିହାରେ ବିବାଦୀୟ ସେପ୍ ବ୍ଲାଟରଙ୍କ ବିଦାୟ ପରେ ଦାୟିତ୍ବ ଗ୍ରହଣ କରିଥିବା ଇନ୍ଫାଣ୍ଟିନୋ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ମହିଳା ବିଶ୍ବକପ୍ର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ପ୍ୟାରିସ୍ରେ ଅନୁଷ୍ଠିତ ଫିଫା କଂଗ୍ରେସରେ ଏହି ନିଷ୍ପତ୍ତି ହୋଇଛି।
ଇନ୍ଫାଣ୍ଟିନୋ ପୁଣି ଫିଫା ସଭାପତି
/sambad/media/post_attachments/wp-content/uploads/2019/06/Gianni-Infantino.jpg)