ପ୍ରବୋଧଙ୍କ ସହ ପରିଚୟ

ସୋମବାର ଅଷ୍ଟ୍ରେଲିଆ-ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଏବଂ ଓଡ଼ିଶା ହକିର ଅନ୍ୟତମ ସଫଳ ତାରକା ପ୍ରବୋଧ ତିର୍କିଙ୍କ ଉପସ୍ଥିତି ହକିପ୍ରେମୀଙ୍କୁ ଉଲ୍ଲସିତ କରିଥିଲା। ପ୍ରବୋଧ ମଧ୍ୟ ପ୍ରଥମ ମ୍ୟାଚର ଅନ୍ୟତମ ଅତିଥି ଭାବେ ଉଭୟ ଦଳର ଖେଳାଳିଙ୍କ ସହ ପରିଚୟ ହୋଇଥିଲେ। ଅନ୍ତର୍ଜାତୀୟ ହକି ମହାସଂଘ ଓଡ଼ିଶା ହକି ତାରକାଙ୍କୁ ଦେଇଥିବା ଏହି ସମ୍ମାନ ସମସ୍ତଙ୍କର ପସନ୍ଦ ଆସିଥିଲା।

ସମ୍ବନ୍ଧିତ ଖବର