ମୁମ୍ବାଇ: ଚାରି ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଏବଂ ଦୁଇ ଥର ବିଜେତା କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ମୁକାବିଲାରୁ ଆରମ୍ଭ ହେବ ଆଗାମୀ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ। ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଏହି ଦୁଇ ଦଳ ଉଦ୍ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ। ଦଳଗୁଡ଼ିକ କିପରି ଟ୍ରଫିକ୍ ଭିଡ଼ ମଧ୍ୟରେ ନଫସିବେ ଏବଂ ସୁରୁଖୁରୁରେ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ୍ରେ ପହଞ୍ଚିବେ ସେନେଇ ମହାରାଷ୍ଟ୍ର ସରକାର ଦୃଢ଼ ପ୍ରତିଶୃତି ଦେଇଛନ୍ତି। ଆମ୍ବୁଲାନ୍ସ ଏବଂ ଭିଆଇପିମାନଙ୍କ ଭଳି ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଗ୍ରିନ୍ ଚ୍ୟାନେଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି ସରକାର।
ଆଇପିଏଲ୍-୨୦୨୨: ଚେନ୍ନାଇ-କୋଲ୍କାତା ଉଦ୍ଘାଟନୀ ମୁକାବିଲା
/sambad/media/post_attachments/wp-content/uploads/2022/02/tata-ipl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)