ଆଇପିଏଲ୍‌ ନିଲାମ: ୧୦+ କୋଟିରେ ୧୦ଖେଳାଳି

ପୂର୍ବରୁ ରହିଥିବା ପ୍ରମୁଖ ‌ଖେଳାଳି

ବେଙ୍ଗା‌ଲୁରୁ: ଶନିବାର ମେଗା ନିଲାମ ପୂର୍ବରୁ ୨୦୨୨ ସଂସ୍କରଣ ୧୦ ଦଳ ରିଟେନସନ୍‌ ନିୟମ ଅନୁସାରେ ଖେଳାଳିଙ୍କୁ ରଖିଥିଲେ। ୪ ଫ୍ରାଞ୍ଚାଇଜ୍‌ ୪ ଲେଖାଏଁ ଖେଳାଳିଙ୍କୁ ରଖିଥିବାବେଳେ ଅନ୍ୟମାନେ ୩ ଲେଖାଏଁ ଖେଳାଳିଙ୍କୁ ନିଲାମକୁ ଛାଡ଼ିଥିଲେ। ନିମ୍ନରେ ଏହାର ତାଲିକା ପ୍ରଦତ୍ତ କରାଗଲା।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (୧୬ କୋଟି), ଯଶପ୍ରୀତ୍ ବୁମରା (୧୨ କୋଟି), ସୂର୍ଯ୍ୟକୁମାର ଯାଦବ (୮ କୋଟି), କିରଣ ପୋଲାର୍ଡ (୬ କୋଟି)।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌: ବିରାଟ କୋହଲି (୧୫ କୋଟି), ଗ୍ଲେନ୍ ମ୍ୟାକ୍ସୱେଲ୍ (୧୧ କୋଟି), ମହମ୍ମଦ ସିରାଜ (୭ କୋଟି)।
ସନ୍‌ରାଇଜର୍ସ ହାଇଦ୍ରାବାଦ: କେନ୍‌ ୱିଲିୟମସନ୍ (୧୪ କୋଟି), ଅବଦୁଲ ସମାଦ (୪ କୋଟି), ଉମ୍ରନ ମଲିକ (୪ କୋଟି)।
ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍ (୧୪ କୋଟି), ‌ଜେସ୍ ବଟ୍ଟଲର୍ (୧୦ କୋଟି), ଯଶସ୍ବୀ ଜୟସ୍ବାଲ (୪ କୋଟି)।
କୋଲକାତା ନାଇଟ୍ ରାଇଡର୍ସ: ଆନ୍ଦ୍ରେ ରସେଲ୍ (୧୨ କୋଟି), ବରୁଣ ଚକ୍ରବର୍ତ୍ତୀ (୮ କୋଟି), ଭେଙ୍କଟେଶ ଆୟର (୮ କୋଟି), ସୁନିଲ ନାରାୟଣ (୬ କୋଟି)।
ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ୍ (୧୬ କୋଟି), ଅକ୍ଷର ପଟେଲ୍ (୯ କୋଟି), ପୃଥ୍ବୀ ସ’ (୭.୫ କୋଟି), ଅନରିକ୍ ନର୍ଖିୟା (୬.୫ କୋଟି)।
ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ୍ (୧୨ କୋଟି), ଅର୍ଶଦୀପ ସିଂହ (୪‌ କୋଟି)।
ଗୁଜରାଟ ଟାଇଟନ୍ସ: ହାର୍ଦିକ ପାଣ୍ଡ୍ୟା (୧୫ କୋଟି), ରସିଦ୍ ଖାନ୍ (୧୫ କୋଟି), ଶୁବମନ ଗିଲ୍ (୮ କୋଟି)।
ଲକ୍ଷ୍ନୌ ସୁପର୍ ଜ୍ୟାଣ୍ଟ୍ସ: କେଏଲ୍ ରାହୁଲ୍ (୧୭ କୋଟି), ମାର୍କସ ଷ୍ଟୋଇନିସ୍ (୯.୨ କୋଟି), ରବି ବିଷ୍ଣୋଇ (୪ କୋଟି)।

ସମ୍ବନ୍ଧିତ ଖବର