ଆଇପିଏଲ୍‌-୨୦୨୧: ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ପଂଜାବର ବ୍ୟାଟିଂ ଜାରିି

ମୁମ୍ବାଇ: ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଚଳିତ ଆଇପିଏଲ୍‌ର ଅନ୍ୟତମ ୱିକେଟରକ୍ଷକ ଅଧିନାୟକ ଭାବେ ଆଜି ମୁକାବିଲା କରୁଛନ୍ତି ଦୁଇ ଭାରତୀୟ ତାରକା ଋଷଭ ପନ୍ତ୍‌ ଓ କେଏଲ୍ ରାହୁଲ୍‌ଙ୍କ ଦଳ। ଦୁଇ ଦଳର ମଧ୍ୟକ୍ରମ ଲଢ଼େଇ ଏହି ମ୍ୟାଚ୍‌କୁ ରୋମାଞ୍ଚକ କରିବ ବୋଲି ଆଶା କରାଯାଉଛି। ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲ୍‌ସ ବୋଲିଂ ନିଷ୍ପତ୍ତି ନେଇଛି। ଦିଲ୍ଲୀର ନିମନ୍ତ୍ରଣରେ ପଂଜାବ କିଙ୍ଗସ୍‌ ବ୍ୟାଟିଂ ଜାରି ରଖିଛି।

ପଞ୍ଜାବ କିଙ୍ଗ୍ସ ଦଳ: କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍‌ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍‌, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍‌, ଶହାରୁଖ୍‌ ଖାନ୍‌, ରିଲି ମେରେଡିଥ୍‌, ମୋଜେସ ହେନରିକ୍ସ, ଜଲଜ ସା‌କ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ,‌‌‌ ସୌରଭ କୁମାର।

ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ: ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍‌ ରକ୍ଷକ), ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍‌, ମାର୍କସ ଷ୍ଟୋଇନିସ୍, କ୍ରିସ୍‌ ୱକ୍ସ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଈଶାନ୍ତ ଶର୍ମା, ଆଭେସ୍‌ ଖାନ୍‌, ଷ୍ଟିଭ୍‌ ସ୍ମିଥ୍‌, ଉମେଶ ଯାଦବ, ରିପଲ୍‌ ପଟେଲ୍‌, ବିଷ୍ଣୁ ବିନୋଦ, ଲୁକମାନ୍‌ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍‌, ସାମ୍‌ ବିଲିଙ୍ଗ୍ସ।

ସମ୍ବନ୍ଧିତ ଖବର