ଗୋଆ: ଚଳିତ ଆଇଏସ୍ଏଲ୍ର ଗୁରୁବାର ମ୍ୟାଚ୍ରେ ଚେନ୍ନାଇ ଏଫ୍ସି ୧-୦ ଗୋଲ୍ରେ ଏଫ୍ସି ଗୋଆକୁ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ (୨୭ ପଏଣ୍ଟ୍) ଗୋଟିଏ ସ୍ଥାନ ଉଠି ତୃତୀୟରେ ପହଞ୍ଚିଛି। ଚେନ୍ନାଇ ପକ୍ଷରୁ ଇନିଗୋ କାଲଡରୋନ୍ ୫୨ତମ ମିନିଟ୍ରେ ଏହି ଗୋଲ୍ଟି ଦେଇଥିଲେ।
ଆଇଏସ୍ଏଲ୍: ଗୋଆକୁ ହରାଇ ତୃତୀୟକୁ ଉଠିଲା ଚେନ୍ନାଇ
/sambad/media/post_attachments/wp-content/uploads/2017/11/isl-logo-1472546057-800.jpg)