ଆଇଏସ୍‌ଏଲ୍‌ ପୁନେ-ବେଙ୍ଗାଲୁରୁ ୧-୧

ବେଙ୍ଗାଲୁରୁ,: ଚଳିତ ଆଇଏସ୍‌ଏଲ୍‌ରେ ଶୁକ୍ରବାର ପୁନେ ସିଟି ଏବଂ ବେଙ୍ଗାଲୁରୁ ଏଫ୍‌ସି ମ୍ୟଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଛି। ପ୍ରଥମାର୍ଧର ୨୨ତମ ମିନିଟ୍‌ରେ ସାର୍ଥକ ଗୋଲୁଇ ପୁନେ ପକ୍ଷରୁ ଏବଂ ମିକୁ (୮୭ ମିନିଟ୍‌) ବେଙ୍ଗାଲୁରୁ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର