ଜାପାନ ସୋଟୋକୋଇ ରାଜ୍ୟ କରାଟେ ଉଦ୍‌ଯାପିତ

ଭୁବନେଶ୍ବର: ଓକିନାୱା କରଟେ ସ୍କୁଲ ପକ୍ଷରୁ ଆୟୋଜିତ ଜାପାନ ସୋଟୋକାଇ କରାଟେ ରାଜ୍ୟ ପ୍ରତିଯୋଗିତା ସ୍ଥାନୀୟ ଷ୍ଟୁଆର୍ଟ ସ୍କୁଲ୍‌ ପରିସରରେ ରବିବାର ଉଦ୍‌ଯାପିତ ହୋଇଯାଇଛି। ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରିୟଦର୍ଶି ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥି‌ଲେ। ଜାପାନ କରାଟେ ଇଣ୍ଡିଆର ଉପ ସଭାପତି ସୌମ୍ୟରଂଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ହିମାଂଶୁ ଭୂଷଣ ଦାସ, ଏସ୍ ଆର୍ ସାସମଲ, ଏ ଚିରଂଜୀବ ଟାପ, ଦେବାଶିଷ ରାଉତ, ଦୀପକ କୁମାର ସାମନ୍ତରାୟ, ଜୟଦେବ ପଟ୍ଟନାୟକ, ସଂଜୟ ସାହା, ଆଦିତ୍ୟ ମିଶ୍ର, ସନ୍ଦୀପ ମହାନ୍ତି, ଟିଟୁ ବିଶୋଇ, ଜ୍ଞାନରଂଜନ ନନ୍ଦ, ଦୀପକ କୁମାର, ପ୍ରତାପ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ। ବିଭିନ୍ନ ବର୍ଗରେ ବିଜେତା ହୋଇଥିବା ଖେଳାଳିଙ୍କ ତାଲିକା ନିମ୍ନରେ ପ୍ରଦାନ କରାଗଲା।
ବିଜେତା ତାଲିକା: ସୌମ୍ୟଜିତ ରଣସିଂହ, ହର୍ଷିତ ରଂଜନ, ଋଷି ପଟ୍ଟନାୟକ, ଆୟୂଷ କୁମାର, ବିଷ୍ଣୁ ପରମାଣିକ, ସତ୍ୟଜିତ ବେହେରା, ନୀଳାଦ୍ରୀ ରାଉତ, ଶୁଭଦର୍ଶି ସାମନ୍ତସିଂହାର, ଲକ୍ଷ୍ମୀ ଜୈନ, ଦିବା ଖେମାନି, ଆଦିତ୍ୟ ବର୍ଣ୍ଣ ପଣ୍ଡା, ଜ୍ୟୋତି ମୁର୍ମୁ, ଆଶୁତୋଷ ମହାପାତ୍ର, ସାହାବାଜ ଖାନ, ଅମରେନ୍ଦ୍ର ଚକ୍ର, ଆର୍ଯ୍ୟନ ପଟ୍ଟନାୟକ, ସତ୍ୟ ପ୍ରତୀକ ଦାସ, ସଂସିତ ମହାନ୍ତି, ଶିବ ପ୍ରସାଦ ଦାସ, ଅମ୍ଳାନ ଜ୍ୟୋତି ପ୍ରଧାନ, ଅଗ୍ନି ପ୍ରସାଦ ଦେଓ, ସତ୍ୟବ୍ରତ ଜେନା, ଅନ୍ବେଷା ମହାପାତ୍ର, କୋଇନା ତମାଙ୍ଗ, ସୁଦେଶ୍ନା ଭଟ୍ଟ, ସମ୍ବିତ ସାହୁ, ଶୁଭ୍ରମନ୍ୟୁ ମଲ୍ଲିକ, ହରିନାରାୟଣ ପ୍ରତିହାରି, ସୌମ୍ୟରଂଜନ ସ୍ବାଇଁ, ସୋନାଲ ଟପୋ, ଆଶୀର୍ବାଦ, ଜଗତଜ୍ୟୋତି ସାହୁ, ଆଦିତ୍ୟ ପରିଡ଼ା, ପ୍ରୀତିଶ କୁମାର, ନିଠାନ ସୋମାନି, ଅଞ୍ଜଳି ହାଣ୍ଡା, ସି ଗାରିମା ଶର୍ମା, ଅକଂକ୍ଷା ମିଶ୍ର, ବିଶ୍ବରଂଜନ ପତି, ସୌମ୍ୟଭୂଷଣ ନାୟକ, ଶ୍ରେୟସୀ ଭୂୟାଁ, ଶ୍ରେୟା ସୁମନ ଦାସ, ନିଶିଶା ଦାସ, ସିଦ୍ଧି ନାୟକ, ସୋୟମ ଦିଦ୍ଧେଶ, ଗୌରବ ପାତ୍ର, ଆର୍ଯ୍ୟମନ ମିଶ୍ର, ଲଗ୍ନଜିତ ସ୍ବାଇଁ, ଅମିତ କୁମାର ସାହୁ, ପ୍ରିୟାଂଶୁ ମହାରଣା, ସମିର ସେଠୀ, ପ୍ରିନ୍ସ ପ୍ରଧାନ, ଅମ୍ରିତା ପ୍ରିୟଦର୍ଶିନୀ, ଶର୍ମିଷ୍ଠା ମହାପାତ୍ର, ୟାଶ ପରିଡ଼ା, ଟି ନିରଜ ରେଡ୍ଡୀ, ସିୟାନ ସିର୍ବୋଦମନ, ଅନୀଷା ମିଶ୍ର, ଶୁଭଲକ୍ଷ୍ମୀ, ସତ୍ୟବ୍ରତ ପ୍ରଧାନ, ସୁଧୀର‌େ ‌ଶେଖର ହାଁସଦା, ନିଳାଭ୍ରୋ ମଜୁମଦାର, ଦେବଶ୍ରୀ ମହାନ୍ତି, ହିତେନ ଜୟସ୍ବାଲ, ସାରଦା ପି ସାହୁ, ପ୍ରଜ୍ଞା ପରିମିତା ସାହୁ, ଅଭିପସା ସାହୁ, କରିଷ୍ମା ନାୟକ, ଅର୍ଯ୍ୟନ ପ୍ରଧାନ, ଆୟୂଷ ମହାପାତ୍ର, ଦେବାଶିଷ ଦାଶ, ଗାର୍ଗି ଦିବ୍ୟାଙ୍ଗୀ, ଅକାଂକ୍ଷା, ଅର୍ମାନ ମହାନ୍ତି, ତନ୍ମୟା ଦାସ, କ୍ଷୀତିଶ ମହାନ୍ତି, ଆର୍ଯ୍ୟନ କୁମାର ପଟେଲ, ଅର୍ଚିଶ୍ଚମ୍ୟାନ ମହାନ୍ତି, ଅଭିଜିତ ମହାରଣା, ରୋନକ ରଂଜନ ସାହୁ, ଦିବ୍ୟଜିତ ଦାସ, ଶ୍ରୁତି ଅଗ୍ରୱାଲ, ଦୀପ୍ତିରାଣୀ ଶତପଥୀ, ମେର୍ଲିନ ମନୀଷା, ଅଙ୍କିତ କୁମାର ମହାନ୍ତ, ରିତିକ ବରାଳ, ବିଶ୍ବଜିତ ମଲ୍ଲିକ, ଶ୍ରୀତେଶ କୁମାର ସର, ଜସ୍ମିନ ପି ମଶ୍ର, ଦେଶ୍ନା ଜୈନ, ମାନସ ରଂଜନ ବେହେରା, ପ୍ରିୟବ୍ରତ ବେହେରା, ଅଭିସାଇ ମିଞ୍ଜ, ଜେ ଲିଙ୍ଗରାଜ, ଅରୁଣ କୁମାର ସେଠୀ, ସକେତ ଶୁଭ ଦର୍ଶି, ଶୁଭ୍ରାଂଶୁ ‌ଶେଖର, ବେବେନ୍ଦ୍ର ମାଡ଼କାମି, ସୁପ୍ରିୟା, କୌଶିକ ରାଉତରାୟ, ଆୟୂଷ ଆଶୁତୋଷ, ତନ୍ମୟ ଦାସ, ପ୍ରତୀକ ନାୟକ, ରାଶି ଗୁନୱାନୀ, ଦିକ୍ଷା ଦିବ୍ୟଦର୍ଶିନୀ, ଅନ୍ବେଷା ପ୍ରମୋଦ, ବଦ୍ରି ନାରାୟଣ ପାତ୍ର, ଗୋବିନ୍ଦ ଚନ୍ଦ୍ର ପଣ୍ଠୁଇ, ଆକୃତି ନେଗି, ଲକ୍ଷ୍ମୀପ୍ରିୟା ରାଉତ, ଆଦ୍ୟାଶା ମିଶ୍ର, ଈତିଶ୍ରୀ ବିଜୟଲକ୍ଷ୍ମୀ ମୁର୍ମୁ, ଆର୍ଯ୍ୟନ ସାନ, ବିଜୁ ମୁର୍ମୁ, ଓମ୍ ପ୍ରକାଶ ମହାନ୍ତି, ଆୟୂଷ, ସ୍ବସ୍ତିକା ବାରିକ, ବର୍ଷା ମଣ୍ଡଳ, ଓମ୍ ପ୍ରକାଶ ବେହେରା, ପି ଲାଲକୃଷ୍ଣ ରାଓ, ସୌମ୍ୟଦୀପ ବୈଦ୍ୟ, ରଜତ କୁମାର ପରିଡ଼ା, ସଜିତ ଆଲେକ୍ସ ଡୁଙ୍ଗ, ଲୋରିନ ୱାଇ, ସୂର୍ଯ୍ୟାଂଶ ତ୍ରିପାଠୀ, ଆଦିତ୍ୟ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରହରାଜ, ଦେବୀ ପ୍ରସାଦ ବାରିକ, ଅମୃତ ଲାଲ, ପ୍ରସିଲ କୁମାର ଦାସ, ସାହାରା ଦାସ, ଅଭିଷେକ ତ୍ରିପାଠୀ।

ସମ୍ବନ୍ଧିତ ଖବର