ଦୁବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସ୍ବାଧୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଆଇସିସିର ଅଧ୍ୟକ୍ଷ ହେବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ। ସେ ଆସନ୍ତା ଡିସେମ୍ବର ୧ରୁ ଏହି ଦାୟିତ୍ବ ଗ୍ରହଣ କରିବେ ।
ଜୟ ଶାହା ଗତ ୨୦୧୯ ଅକ୍ଟୋବରରୁ ବିସିସିଆଇ ସଚିବ ଓ ଜାନୁଆରି ୨୦୨୧ରୁ ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି ।
ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ପ୍ରାର୍ଥୀ ନ ହେବା ପରେ ଜୟ ଶାହା ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ। ଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ପ୍ରାର୍ଥୀ ନ ହେବା ପରେ ଶାହା ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ। ଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚିତହେବାପରେଜୟ ଶାହକ୍ରିକେଟରବିଶ୍ୱସ୍ତରୀୟପହଞ୍ଚଏବଂଲୋକପ୍ରିୟତାକୁଆଗକୁବଢ଼ାଇବାକୁଇଚ୍ଛାପ୍ରକାଶକରିଛନ୍ତି, ବିଶେଷକରିଏହାରଆଗାମୀଲସ୍ ଆଞ୍ଜେଲସ୍୨୦୨୮ଅଲିମ୍ପିକ୍ସରେକ୍ରିକେଟକୁ ଅନ୍ତର୍ଭୁକ୍ତକରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।